ଏହି ଜରୁରୀ କାଳୀନ ପରିସ୍ଥିତିରେ ପୋଲିସ୍ ଓ ପ୍ରଶାସନ ବାରମ୍ବାର ଅବଗତ କରାଇବା ସତ୍ବେ କିଛି ଲୋକ ଏବେବି ବିନା କାରଣରେ ଘରୁ ବାହାରକୁ ବାହାରୁଛନ୍ତି। ଆମେ ସମସ୍ତଙ୍କୁ ପୁଣିଥରେ ଅନୁରୋଧ କରୁଛୁ , କେହିବି ଘରୁ ବାହାରକୁ ବାହାରିବ ନାହିଁ। ଘରୁ ବାହାରିବାର ଅର୍ଥ ହେଉଛି କରୋନାକୁ ନିମନ୍ତ୍ରଣ କରିବା। ସେଥିପାଇଁ ଆମେ ସମସ୍ତେ ଶପଥ କରିବା ଯେ, କେହିବି ଘରୁ ବାହାରକୁ ନବାହାରି ପୋଲିସ୍ ଓ ପ୍ରଶାସନକୁ ସମର୍ଥନ କରି କରୋନା କୁ ଦେଶରୁ ମୂଳପୋଛ କରିବା।
from Kantai koli village,Ganjam କଣ୍ଟାଈ କୋଳି
stay home stay save
Reviewed by Admin
on
March 26, 2020
Rating:
No comments:
Post a Comment